Welcome To BN News . Always With Common People .

Breaking

Sunday 16 February 2020

ଗଞ୍ଜେଇ ଭର୍ତ୍ତି କାର ଜବତ : ଡ୍ରାଇଭର ଫେରାର


କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ସୁଇଫ୍ଟ ଡ଼ିଜାର କାର ନଂ.WB- ୦୬A ୮୬୨୩ କୁ ତନଖିବା ସମୟରେ ଘଟଣା ସ୍ଥଳରୁ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା।
ଗାଡ଼ିକୁ ପୋଲିସ କଟାରି ସାହିରେ ଜବତ କରି ଥାନାକୁ ଆଣିଥିଲେ। ଦେଖିଲା ବେଳକୁ ଗାଡ଼ିରେ ୪୫କିଲୋ ଗଞ୍ଜେଇ ଥିଲା। ଗଞ୍ଜେଇ ଓ ଗାଡିକୁ ଜବତ କରି ବାଲିଗୁଡ଼ା ଥାନା କେଶନଂ.୩୧/୨୦ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।

No comments:

Post a Comment