କିଛି ଖଲ ବ୍ୟକ୍ତି ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଅଞ୍ଚଳବାସୀଙ୍କୁ ଏହି ଆବର୍ଜନା , ଦୁର୍ଗନ୍ଧ ପରିବେଶରୁ ମୁକ୍ତ ରଖିବା ଆମର ଏବଂ ତାଙ୍କର ଦାୟୀତ୍ବ ନୁହେଁ କି ? ଜନତାର ସମର୍ଥନ ରହିଲେ ବି ଏନ ନ୍ୟୁଜର ପ୍ରୟାସକୁ ଆହୁରି ତୀବ୍ର କରିବ । ଏହି ଫୋଟୋ ବରପାଲି NAC ପରିସରରେ ଥିବା ମହିଳା ଏବଂ ପୁରୁଷ ପରିଶ୍ରାଗାର ଅଟେ । ଏଗୁଡିକ ଏତେ ଅପରିଷ୍କାର ଏବଂ ଦୁର୍ଗନ୍ଧ ଅବସ୍ଥାରେ ରହିଛି ଯେ ଯିଏ ବି ଯିବ ବେମାର ହୋଇ ପଡିବ । ଆମର ବିନମ୍ର ଅନୁରୋଧ ଯେ ଏହାର ତତ୍କାଳ ପ୍ରତିକାର କରାଯାଉ ।
Tuesday, 5 November 2019
ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ
Recommended Articles
- Social
ପବିତ୍ର ମାର୍ଗଶିର ଗୁରୁବାରର ହାର୍ଦିକ ଶୁଭକାମନାNov 14, 2019
ପବିତ୍ର ମାର୍ଗଶିର ଗୁରୁବାରର ହାର୍ଦିକ ଶୁଭକାମନା । ମାଁ ଲକ୍ଷ୍ମୀ ସମସ୍ତଙ୍କୁ ସୁଖ , ସମ୍ପତ୍ତି ପ୍ରଦାନ କରନ୍ତୁ ଏହାହିଁ ଆମର ପ୍ରାର୍ଥନା । Mānabasā Gurubāra ...
- Social
BN NEWS= କାର୍ତିକ ପୁନି ର ଆକର୍ଷକ ଦୃଶ୍ୟ sambalpuri newsNov 13, 2019
BN NEWS= କାର୍ତିକ ପୁନି ର ଆକର୍ଷକ ଦୃଶ୍ୟ sambalpuri news
- Mandir
BN NEWS= ତୁଲାଣ୍ଡି ର ବହୁପ୍ରସିଦ୍ଧ ଗିରି ଗୋବର୍ଧନ ପୂଜା sambalpuri sambalpuri newsNov 13, 2019
BN NEWS= ତୁଲାଣ୍ଡି ର ବହୁପ୍ରସିଦ୍ଧ ଗିରି ଗୋବର୍ଧନ ପୂଜା sambalpuri sambalpuri news
- Social
BN NEWS=ସଂଗ୍ରାମୀ ଭାଗିରଥି ପଟନାୟକଙ୍କ 136 ତମ ଜୟନ୍ତୀ sambalpuri newsNov 11, 2019
BN NEWS=ସଂଗ୍ରାମୀ ଭାଗିରଥି ପଟନାୟକଙ୍କ 136 ତମ ଜୟନ୍ତୀ sambalpuri news
Newer Article
BN NEWS= ବରପାଲି ଅଇଁଠାପାଳି ରେ ଦୁର୍ଘଟଣା sambalpuri sambalpuri news
Older Article
BN NEWS= କୁମ୍ଭାରୀ ରେ ମାଁ ବ୍ରଜେଶ୍ୱରୀ ଯାତ୍ରା sambalpuri news
Labels:
Crime,
Od Crime,
OD Information,
OD Problem,
Problems,
Social
Subscribe to:
Post Comments (Atom)
No comments:
Post a Comment