Od Tech
14:14
Showing posts with label Od Tech. Show all posts
Showing posts with label Od Tech. Show all posts
Friday, 15 March 2019
ଡ୍ରାଇଭିଂ ଲାଇସେନ୍ସ ବନାଇବା ପ୍ରକ୍ରିୟ ବହୁତ ସହଜ । ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି, ଏବଂ ଆର୍ଟିଓରେ ଚକ୍କର କାଟିବାକୁ ଡରୁଛନ୍ତି । ଟେନ୍ସନ ହୁଅନ୍ତୁ ନାହିଁ, ଅନ୍ଲାଇନ୍ରେ ଆପଣଙ୍କୁ ମିଳିଯିବ ଏହି ସୁବିଧା । ଆରମ୍ଭରେ ଆପଣଙ୍କୁ ଲର୍ଣିଂ୩୍ କରିବାକୁ ପଡିବ ।
Labels:
OD Information,
Od Tech
Od Tech
11:19
ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଖୁସି ଖବର
ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଖୁସି ଖବର ।
ୟୁଟ୍ୟୁବ ଆଣିଛି ୟୁଟ୍ୟୁବ ମ୍ୟୁଜିକ । ଗତ 12 ମାର୍ଚ୍ଚ ରେ ଭାରତରେ ଲଞ୍ଚ କରିଛି ଏହି ମ୍ୟୁଜିକ ଆପ କୁ । ଗୁଗୁଲ ପ୍ଲେଷ୍ଟୋର ରୁ ଡାଉନଲୋଡ କରିପାରିବେ । ଏଥିରେ ଆପଣ ଅନଲାଇନ ଏବଂ ଅଫଲାଇନ ମ୍ୟୁଜିକ ଶୁଣିବା ସହିତ ନିଜ ମନମୁତବିକ ମ୍ୟୁଜିକ ଡାଉନଲୋଡ , ପ୍ଲେଲିଷ୍ଟ କରିପାରିବେ ।
ଏହାର ପ୍ରିମିୟମ ଭାର୍ସନ ରେ ଆପଣ ସଙ୍ଗୀତ ଶୁଣିବା ସହିତ ମୋବାଇଲ ରେ ଅନ୍ୟ କାମ ସବୁ ମଧ୍ୟ କରିପାରିବେ , ବେକଗ୍ରାଉଣ୍ଡ ରେ ସଙ୍ଗୀତ ଚାଲୁରହିପାରିବ। ଆଜି ହି ୟୁଟ୍ୟୁବ ମ୍ୟୁଜିକ ଆପ କୁ ଡାଉନଲୋଡ଼ କରି ମଜା ନିୟନ୍ତୁ ।
ୟୁଟ୍ୟୁବ ମ୍ୟୁଜିକ ଆପ କୁ ଏହି ପ୍ଲେଷ୍ଟୋର ଲିଙ୍କ ରୁ ଡାଉନଲୋଡ଼ କରିପାରିବେ ।
Labels:
Od Tech


