Od Crime
19:19
Showing posts with label Crime. Show all posts
Showing posts with label Crime. Show all posts
Thursday, 14 November 2019
Monday, 11 November 2019
Od Crime
20:07
BN NEWS= ପାଲଲହଡ଼ା ର ପିତାମ୍ବର ଆତ୍ମହତ୍ୟା କଲେ ବରପାଲି ରେ sambalpuri news
BN NEWS= ପାଲଲହଡ଼ା ର ପିତାମ୍ବର ଆତ୍ମହତ୍ୟା କଲେ ବରପାଲି ରେ sambalpuri news
Od Crime
20:04
BN NEWS= ହୋଉଛେ ଲଗାଣ ଡକାୟତି ଅଜବ କାହାଣୀ sambalpuri news
BN NEWS= ହୋଉଛେ ଲଗାଣ ଡକାୟତି ଅଜବ କାହାଣୀ sambalpuri news
Thursday, 7 November 2019
Problems
20:52
ବରପାଲି ହାଇସ୍କୁଲ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ ।
ବରପାଲି ହାଇସ୍କୁଲ ଖେଳପଡ଼ିଆ ଏକ ଐତିହାସିକ ଏବଂ ଓଡ଼ିଶାର ବୃହତ ଖେଳପଡିଆ ଥିଲା , କିନ୍ତୁ ବର୍ତ୍ତମାନ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ । ଶହ ଶହ ଛାତ୍ର , ଛାତ୍ରୀ , ଖେଳାଳୀ , ମହିଳା , ପୁରୁଷ ଏହି ପଡିଆକୁ ପ୍ରାତଃ ଓ ସନ୍ଧ୍ୟାରେ ନିତ୍ୟ ଆସିଥାନ୍ତି । କିନ୍ତୁ ରାତି ଅନ୍ଧାରରେ ପଡିଆ ପାଲଟି ଯାଏ ମଦ , ସିଗାରେଟ , ମାଂସ ଭୋଜି କରବା ସ୍ଥାନ । ସେମାନେ ଛାଡି ଯାଆନ୍ତି ଭଙ୍ଗା କାଚ , ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ଗିଲାସ , ମାଂସ , ହାଡ଼ ଇତ୍ୟାଦି । ଏବେ ଗୋଟିଏ ପ୍ରାଇଭେଟ ସ୍କୁଲର ସ୍ପୋର୍ଟସ ଥିଲା , ସେମାନେ ମଧ୍ୟ ପଛରେ ଛାଡି ଗଲେ କୁଢ଼ କୁଢ଼ ଆବର୍ଜନା । ବରପାଳିର ହୃଦୟସ୍ଥାନରେ ଥିବା ପଡ଼ିଆର ଏପରି ଅବସ୍ଥା ନ ହେଉ ଏହାର ସ୍ଥାୟୀ ପ୍ରତିକାର କରାଯାଉ ।
Labels:
Awareness,
Crime,
OD Awareness,
Od Crime,
OD Problem,
Problems
Tuesday, 5 November 2019
Social
12:20
ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ
କିଛି ଖଲ ବ୍ୟକ୍ତି ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଅଞ୍ଚଳବାସୀଙ୍କୁ ଏହି ଆବର୍ଜନା , ଦୁର୍ଗନ୍ଧ ପରିବେଶରୁ ମୁକ୍ତ ରଖିବା ଆମର ଏବଂ ତାଙ୍କର ଦାୟୀତ୍ବ ନୁହେଁ କି ? ଜନତାର ସମର୍ଥନ ରହିଲେ ବି ଏନ ନ୍ୟୁଜର ପ୍ରୟାସକୁ ଆହୁରି ତୀବ୍ର କରିବ । ଏହି ଫୋଟୋ ବରପାଲି NAC ପରିସରରେ ଥିବା ମହିଳା ଏବଂ ପୁରୁଷ ପରିଶ୍ରାଗାର ଅଟେ । ଏଗୁଡିକ ଏତେ ଅପରିଷ୍କାର ଏବଂ ଦୁର୍ଗନ୍ଧ ଅବସ୍ଥାରେ ରହିଛି ଯେ ଯିଏ ବି ଯିବ ବେମାର ହୋଇ ପଡିବ । ଆମର ବିନମ୍ର ଅନୁରୋଧ ଯେ ଏହାର ତତ୍କାଳ ପ୍ରତିକାର କରାଯାଉ ।
Labels:
Crime,
Od Crime,
OD Information,
OD Problem,
Problems,
Social
Sunday, 10 March 2019
Crime
12:25
BN NEWS=ରାସ୍ତାରୋକ କଲେ ଠକାମୀ ର ଶିକାର SAMBALPURI NEWS
Friday, 8 March 2019
Photos
21:21
Some Photo Data Of Frauds Of Blue Line Home Needs Shop


ଅଧା ମୂଲ୍ୟ ରେ ସାମାନ୍ ଦେବା ର ଲୋଭ ଦେଖାଇ , ଟଙ୍କା ଧରି ଦୋକାନୀ ଫେରାର୍ । ଦୋକାନ ସାମନାରେ ଉତ୍ୟକ୍ତ ଗ୍ରାହକ ଙ୍କ ରାସ୍ତା ଅବରୋଧ। ସୂଚନା ଯୋଗ୍ୟ ଯେ ଆମ ତରଫରୁ ବାରମ୍ବାର ସାବଧାନ କରା ଯାଇଥିଲା ତଥାପି କୋଟି କୋଟି ଟଙ୍କା ର ଠକାମି ହୋଇଗଲା । ବଣିକ ସଙ୍ଘ ମଧ୍ୟ ଠକ ସଂସ୍ଥା କୁ ତାଗିତ କରିଥିଲା କିନ୍ତୁ ଗ୍ରାହକ ମାନେ ବଣିକ ସଙ୍ଘ କୁ ବିରୋଧ କରିଥିଲେ । ସଂସ୍ଥା ର ବୋର୍ଡ଼ ଏବଂ ରସିଦ ରେ ଜି ଏସ ଟି ନମ୍ବର ଆମେ ଯାଞ୍ଚ କରିବାରୁ ଏହା ଏସ ଅମଲାଡୋସ ନାଁ ରେ ଅଛି ଏବଂ ବରଗଡ ଅଫିସ ରେ ପଞ୍ଜିକରଣ ହୋଇଛି । ପୁଲିସ , ପ୍ରଶାସନ ର ନାକ ତଳେ ଦିନ ଦ୍ୱିପ୍ରହର ରେ ଲଗାତାର ଏକ ମାସ ଧରି ଠକି ଚାଲିଥିଲେ ଏହା ଅତି ଆଶ୍ଚର୍ଯ୍ୟ ଏବଂ ହାଷ୍ୟସ୍ପଦ ବିଷୟ । ଯଦି ଠିକ ଭାବରେ ତଦାରଖ କରାଯାଏ ଠକ ନିଶ୍ଚୟ ଧରାପଡିବ ଏବଂ କଠୋର ଦଣ୍ଡବିଧାନ ଦରକାର । ଆମର ପୁଣି ଅନୁରୋଧ ଏପରି ଠକ ସଂସ୍ଥା ରୁ ସାବଧାନ ରୁହନ୍ତୁ ।Fraud Shop Name : M/S Blue Line Home NeedsFraud Shop Sale Item : TV , Fridge , Mobile Any Item Any Brand In 45% Discount On Advance Payment of 15 Days .Fraud Shop Open On 7 Feb 2019 At Barpali Opposite To Jagruti Cinema HallFraud Shop Real GST Number 21AKNPA7746E1ZE Registered At Bargarh GST Office On 22 Dec 2018 On Business Name S Amladoss .Mobile Number Of Fraud 75581 17636 which is switched off now .
Crime
14:24
BN NEWS=କୋଟି କୋଟି ଟଙ୍କା ଠକି ପଳାଲେ ଠକ SAMBALPURI NEWS
BN NEWS=କୋଟି କୋଟି ଟଙ୍କା ଠକି ପଳାଲେ ଠକ SAMBALPURI NEWS
Thursday, 7 March 2019
Crime
12:32
ବିଧାୟକଙ୍କୁ ଜୋତାରେ ମାରିଲେ ସାଂସଦ
ବେନର ରେ ନିଜ ନାମ ନ ଥିବା ଘଟଣା କୁ ନେଇ ଜୋତାମାଡ଼ , ଦେଖନ୍ତୁ ଭିଡ଼ିଓ । କଣ କରିବେ ଏମାନେ ଜନତା ଏବଂ ଦେଶ ପାଇଁ ସେବା କାର୍ଯ୍ୟ ?








