Welcome To BN News . Always With Common People .

Breaking

Monday 11 March 2019

ସକାଳେ ଜଳଖିଆ ନ ଖାଇଲେ ହୋଇଥାଏ ଡାଇବେଟିସ୍‌






ସକାଳ ଜଳଖିଆ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ କେହି କେହି ସ୍ଲିମ୍‌ ହେବା ପାଇଁ ସକାଳ ଜଳଖିଆ ଖାଇ ନ ଥାନ୍ତି। କିନ୍ତୁ ଏପରି କରିବାଦ୍ୱାରା ସେମାନଙ୍କ ଶରୀରରେ ବିପରୀତ ପ୍ରଭାବ ପଡ଼ିଥାଏ। ଜଳଖିଆ ନ ଖାଇଲେ ଶରୀରର ଓଜନ କମିବା ପରିବର୍ତ୍ତେ ବଢ଼ିଥାଏ। ତାସାଙ୍ଗକୁ ଟାଇପ୍‌-୨ ଡାଇବେଟିସ ହେବାର ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ସକାଳେ ଜଳଖିଆ ନ ଖାଇବା ଦ୍ୱାରା ଶରୀରରେ ସନ୍ତୁଳନର ରେଜିଷ୍ଟାନ୍ସ ବଢ଼ିଯାଏ। ଏହାର ପ୍ରଭାବ ମେଟାବୋଲିଜିମ୍‌ ସିଷ୍ଟମ ଉପରେ ପଡ଼ିଥାଏ। ଫଳରେ ଶରୀରରେ ଡାଇବେଟିସର ଲକ୍ଷଣ ଦେଖାଯାଏ। ତେଣୁ ସକାଳ ଜଳଖିଆରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସାମିଲ କରିବା ସବୁଠାରୁ ଭଲ। ଏହାଦ୍ୱାରା ସାରାଦିନ ଶରୀରକୁ ଏନର୍ଜି ମିଳିଥାଏ। ଜଳଖିଆ ନ କରିବା ଦ୍ୱାରା ଛୋଟ ଛୋଟ କଥାରେ ରାଗ ଲାଗିବା ସହ ଚିଡ୍‌ଚିଡା ଲାଗିଥାଏ।

No comments:

Post a Comment