ନିର୍ବାଚନ ଆୟୋଗ କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି କି ଅଧିକ ରୁ ଅଧିକ ନାଗରିକ ନିଜର ମତାଧିକାର ପ୍ରୟୋଗ କରନ୍ତୁ। ଭୋଟ ଦେବା ପାଇଁ ଆପଣଙ୍କୁ ପୋଲିଂଗ ବୁଥକୁ ଭୋଟ ପରିଚୟ ପତ୍ର ଏବଂ ଭୋଟର ସ୍ଲିପ ନେବା ଜରୁରୀ ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ଭୋଟର ଆଇଡି ନାହିଁ ତେବେ ମଧ୍ୟ ଆପଣ ଭୋଟ ଦେଇପାରିବେ। ଅବଶ୍ୟ ବିନା ଭୋଟର ଆଇଡ଼ିରେ ଭୋଟ ଦେବା ପାଇଁ ଆପଣଙ୍କ ନାମ ଭୋଟିଙ୍ଗ ଲିଷ୍ଟରେ ସାମିଲ ଥିବା ଜରୁରୀ ଅଟେ।
ଯଦି ଆପଣଙ୍କ ନାମ ଭୋଟର ଲିଷ୍ଟରେ ସାମିଲ ଅଛି, ତେବେ ନିର୍ବାଚନ ଅଧିକାରୀର ସାମନାରେ ଆପଣଙ୍କୁ ନିଜର ପରିଚୟ ପ୍ରମାଣିତ କରିବା ପାଇଁ ହୋଇଥାଏ, ଯାହାଫଳରେ ଆପଣଙ୍କ ପରିଚୟରେ କୌଣସି ପ୍ରଶ୍ନ ନ ଉଠୁ ଏବଂ ନିର୍ବାଚନ ଅଧିକାରୀ ଆପଣଙ୍କୁ ନିଜର ଭୋଟ ଦେବା ଅଧିକାରକୁ ପ୍ରୟୋଗ କରିବାକୁ ଦେବେ। ନିଜର ପରିଚୟ ପ୍ରମାଣିତ କରିବା ପାଇଁ ଆପଣ ନିଜର ଏହି ଫଟୋ ଆଇଡ଼ିର ପ୍ରଯୋଗ କରିପାରନ୍ତି-
- 3. କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର କୌଣସି ଚାକିରିର ସର୍ଭିସ୍ ଆଇଡେଣ୍ଟିଟି କାର୍ଡ
- 6. ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ ର ପାସବୁକ
- 7. ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR) ଅନୁଯାୟୀ ରେସିସ୍ଟେଂସ ଜୀନ ଆଇଡେଣ୍ଟିଫାୟର (RGI) ର ଜାରୀ କରାଯାଇଥିବା ସ୍ମାର୍ଟକାର୍ଡ
- 8. ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ମନରେଗା / MNREGA) ର କାର୍ଡ
- 9. ଫୋଟୋଗ୍ରାଫ ଲଗା ହୋଇଥିବା ପେନ୍ସନ ଡକ୍ୟୁମେଣ୍ଟ
- 10. ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରୀ କରାଯାଇଥିବା ହେଲ୍ଥ ଇନ୍ସ୍ୟୁରାନ୍ସ କାର୍ଡ
- 11. ନିର୍ବାଚନ ଆୟୋଗ ତରଫରୁ ଜାରୀ ହୋଇଥିବା ଫଟୋ ଭୋଟର ସ୍ଲିପ
- 12. ଏହା ବ୍ୟତୀତ ବିଧାୟକ ଏବଂ ସାଂସଦ MLA, MP ଏବଂ MLC ରୁ ଜାରୀ କରାଯାଇଥିବା ଆଧିକାରିକ ଆଇଡେଣ୍ଟିଟି କାର୍ଡ୍ସର ମଧ୍ୟ ବ୍ୟବହାର ଆଈଡେଣ୍ଟିଟି କାର୍ଡ ଭାବରେ କରିପାରନ୍ତି।
ଅବଶ୍ୟ ଏଗୁଡ଼ିକ ବ୍ୟତୀତ ବିଜୁଳି ବିଲ, ରେସନ କାର୍ଡ, ଭଡ଼ା ରସିଦ୍ କିମ୍ବା ଘରର କାଗଜ, ଗାଡ଼ିର କାଗଜର ପ୍ରୟୋଗ ଆଇଡେଣ୍ଟିଟି ପ୍ରୁଫ ରୂପେ ମାନ୍ୟ ହୋଇଥାଏ।
ଯଦି ଆପଣଙ୍କ ନାମ ଭୋଟର ଲିଷ୍ଟରେ ନାହିଁ? ତେବେ ଆପଣ ନିଜର ଭୋଟ ଅଧିକାର ପ୍ରୟୋଗ କରିପାରିବେ ନାହିଁ।
No comments:
Post a Comment