ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଖୁସି ଖବର ।
ୟୁଟ୍ୟୁବ ଆଣିଛି ୟୁଟ୍ୟୁବ ମ୍ୟୁଜିକ । ଗତ 12 ମାର୍ଚ୍ଚ ରେ ଭାରତରେ ଲଞ୍ଚ କରିଛି ଏହି ମ୍ୟୁଜିକ ଆପ କୁ । ଗୁଗୁଲ ପ୍ଲେଷ୍ଟୋର ରୁ ଡାଉନଲୋଡ କରିପାରିବେ । ଏଥିରେ ଆପଣ ଅନଲାଇନ ଏବଂ ଅଫଲାଇନ ମ୍ୟୁଜିକ ଶୁଣିବା ସହିତ ନିଜ ମନମୁତବିକ ମ୍ୟୁଜିକ ଡାଉନଲୋଡ , ପ୍ଲେଲିଷ୍ଟ କରିପାରିବେ ।
ଏହାର ପ୍ରିମିୟମ ଭାର୍ସନ ରେ ଆପଣ ସଙ୍ଗୀତ ଶୁଣିବା ସହିତ ମୋବାଇଲ ରେ ଅନ୍ୟ କାମ ସବୁ ମଧ୍ୟ କରିପାରିବେ , ବେକଗ୍ରାଉଣ୍ଡ ରେ ସଙ୍ଗୀତ ଚାଲୁରହିପାରିବ। ଆଜି ହି ୟୁଟ୍ୟୁବ ମ୍ୟୁଜିକ ଆପ କୁ ଡାଉନଲୋଡ଼ କରି ମଜା ନିୟନ୍ତୁ ।
ୟୁଟ୍ୟୁବ ମ୍ୟୁଜିକ ଆପ କୁ ଏହି ପ୍ଲେଷ୍ଟୋର ଲିଙ୍କ ରୁ ଡାଉନଲୋଡ଼ କରିପାରିବେ ।
No comments:
Post a Comment