Welcome To BN News . Always With Common People .

Breaking

Sunday 16 February 2020

ଆଜିଠାରୁ କଟିବ ବିଦ୍ୟୁତ୍ କନେକସନ୍‌



ସାଉଥ୍‌କୋ ଓ ନେସ୍‌କୋ ବିଦ୍ୟୁତ୍ ବିତରଣ କମ୍ପାନୀ ବିଦ୍ୟୁତ୍ ବିଲ୍ ବାକି ଥିବା ୧ ଲକ୍ଷ ୯୭ ହଜାର ଗ୍ରାହକଙ୍କୁ ସେମାନଙ୍କର ବକେୟା ବିଲ ପୈଠ କରିବାକୁ ଦେଇଥିବା ନୋଟିସ ର ଗତ କାଲି ଶେଷ ଦିନ ଥିଲା ।
ଗ୍ରାହକ ମାନଙ୍କ ଉପରେ ସାଉଥ୍‌କୋ ୧୩୭୫ କୋଟି ଓ ନେସ୍‌କୋର ୧୫ ସହ କୋଟି ଟଙ୍କା ଅନାଦେୟ ହୋଇଥିବାରୁ ଆଜି ଠାରୁ ଗ୍ରାହକ ମାନଙ୍କର ବିଦ୍ୟୁତ୍ କାଟ ହେବ ବୋଲି ଦୁଇଟି କମ୍ପାନୀଙ୍କ ପକ୍ଷରୁ ୨୨ ଟି ଟିମ୍ ଗଠନ କରାଯାଇ ଗ୍ରାହକ ମାନଙ୍କୁ ନୋଟିସ ପ୍ରେରଣ କରାଯାଇଛି ।

No comments:

Post a Comment