ବରପାଲି ହାଇସ୍କୁଲ ଖେଳପଡ଼ିଆ ଏକ ଐତିହାସିକ ଏବଂ ଓଡ଼ିଶାର ବୃହତ ଖେଳପଡିଆ ଥିଲା , କିନ୍ତୁ ବର୍ତ୍ତମାନ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ । ଶହ ଶହ ଛାତ୍ର , ଛାତ୍ରୀ , ଖେଳାଳୀ , ମହିଳା , ପୁରୁଷ ଏହି ପଡିଆକୁ ପ୍ରାତଃ ଓ ସନ୍ଧ୍ୟାରେ ନିତ୍ୟ ଆସିଥାନ୍ତି । କିନ୍ତୁ ରାତି ଅନ୍ଧାରରେ ପଡିଆ ପାଲଟି ଯାଏ ମଦ , ସିଗାରେଟ , ମାଂସ ଭୋଜି କରବା ସ୍ଥାନ । ସେମାନେ ଛାଡି ଯାଆନ୍ତି ଭଙ୍ଗା କାଚ , ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ଗିଲାସ , ମାଂସ , ହାଡ଼ ଇତ୍ୟାଦି । ଏବେ ଗୋଟିଏ ପ୍ରାଇଭେଟ ସ୍କୁଲର ସ୍ପୋର୍ଟସ ଥିଲା , ସେମାନେ ମଧ୍ୟ ପଛରେ ଛାଡି ଗଲେ କୁଢ଼ କୁଢ଼ ଆବର୍ଜନା । ବରପାଳିର ହୃଦୟସ୍ଥାନରେ ଥିବା ପଡ଼ିଆର ଏପରି ଅବସ୍ଥା ନ ହେଉ ଏହାର ସ୍ଥାୟୀ ପ୍ରତିକାର କରାଯାଉ ।
Thursday, 7 November 2019
ବରପାଲି ହାଇସ୍କୁଲ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ ।
Recommended Articles
- Problems
BN NEWS = ମୁଁ ତାଲା ମାରିବି ଯେଲ ଯିବି sambalpuri sambalpuri newsDec 19, 2019
BN NEWS = ମୁଁ ତାଲା ମାରିବି ଯେଲ ଯିବି sambalpuri sambalpuri news
- Problems
BN NEWS= ବଲାଙ୍ଗୀର ଜିଲ୍ଲା ର ଦୁରାଵସ୍ଥା ଦାଇ କିଏ sambalpuri newsDec 19, 2019
BN NEWS= ବଲାଙ୍ଗୀର ଜିଲ୍ଲା ର ଦୁରାଵସ୍ଥା ଦାଇ କିଏ sambalpuri news
- Problems
BN NEWS= ଅମୃତ ନୁ ଅ କାଟି ଦଉନ sambalpuri newsDec 19, 2019
BN NEWS= ଅମୃତ ନୁ ଅ କାଟି ଦଉନ sambalpuri news
- Problems
ବାୟୁ , ଜଳ , ମାଟି ପ୍ରଦୂଷିତ ନ ହେଉ , ପ୍ରଶାସନ ଦୃଷ୍ଟି ଦିଅନ୍ତୁNov 13, 2019
ଜଣେ ଗ୍ରାମବାସୀ ଏହି ଫୋଟୋ ଆମ ପାଖକୁ ପଠାଇଛନ୍ତି । ବାୟୁ , ଜଳ , ମାଟି ପ୍ରଦୂଷିତ ନ ହେଉ , ପ୍ରଶାସନ ଦୃଷ୍ଟି ଦିଅନ୍ତୁ ।
Newer Article
Bhagirathi Pattanaik The Freedom Fighter
Older Article
ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।
Labels:
Awareness,
Crime,
OD Awareness,
Od Crime,
OD Problem,
Problems
Subscribe to:
Post Comments (Atom)
No comments:
Post a Comment