Welcome To BN News . Always With Common People .

Breaking

Thursday 7 November 2019

ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

କେନ୍ସର ରୋଗ ବରଗଡ଼ ଜିଲ୍ଲା ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଏହାଦ୍ୱାରା ଧନହାନି ଏବଂ ପ୍ରାଣପୀଡା ଘଟୁଛି । କେନ୍ସର କାହିଁକି ହେଉଛି କାରଣ ଗୁଡାକ ଖୋଜି ତାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯାଉ ଏବଂ ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

No comments:

Post a Comment