Welcome To BN News . Always With Common People .

Breaking

Sunday 7 April 2019

୩୮ଟି ଦେଶରେ ରିଲିଜ୍‌ ହେବ ମୋଦିଙ୍କ ବାୟୋପିକ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ରିଲିଜ ଡେଟ୍‌କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଫିଲ୍ମର ରିଲିଜ୍‌ ତାରିଖ ୫ ଏପ୍ରିଲରୁ ୧୨ ଏପ୍ରିଲକୁ ପରିବର୍ତ୍ତନ କରାଯାଇଛି। ଏହି ମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସୁଛି।
ଏହି ଫିଲ୍ମକୁ ଆମେରିକା, ବ୍ରଟେନ୍‌, କାନାଡ୍ଡା, ଅଷ୍ଟ୍ରେଲିଆ ଓ ୟୁଏଇରେ ସମେତ ୩୮ଟି ଦେଶରେ ରିଲିଜ କରିବାକୁ ଯୋଜନା କରାଯାଉଥିବା ଫିଲ୍ମର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ କହିଛନ୍ତି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର।
ଏହି ଫିଲ୍ମରେ ଅଭିନେତା ବିବେକ ଓବ୍‌ରୟ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲର ଓ ଗୀତକୁ ଖବ୍‌ ପସନ୍ଦ କରିଛନ୍ତି ଦର୍ଶକ।

No comments:

Post a Comment