Welcome To BN News . Always With Common People .

Breaking

Sunday 10 March 2019

BN NEWS=ବରପାଲି ରେ ନୋ ଏଣ୍ଟ୍ରି ଲଗା ଯିବା ? SAMBALPURI NEWS



BN NEWS=ବରପାଲି ରେ ନୋ ଏଣ୍ଟ୍ରି ଲଗା ଯିବା ? SAMBALPURI NEWS


ବରପାଲି ରେ ଆଜି ରବିବାର ଛୁଟି ଦିନ ହେଇଥିଲେ ମଧ୍ୟ ଟ୍ରାଫିକ ର ଗୁରୁତର ସମସ୍ୟା ଦେଖା ଦେଉଛି ,  ସ୍କୁଲ , କଲେଜ , ବ୍ୟାଙ୍କ ଖୁଲା ଦିନ କେତେ ସମସ୍ୟା ଦେଉଥିବ ଅନୁମାନ କରନ୍ତୁ । ବଡ଼ ବଡ଼ ଗାଡି ଅବାଧ ପ୍ରବେଶ , ଦ୍ରୁତ ଗତି , କର୍ଣ ବିଦାରକ ଧ୍ୱନି , କୁହୁଲା , ଧୂଳି ଇତ୍ୟାଦି ଦ୍ୱରା ସାଧାରଣ ଜନତା , ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବହୁ ବାର ଶୋଚନୀୟ ଦୁର୍ଘଟଣା ମଧ୍ୟ ଘଟି ସାରିଲାଣି । ରାସ୍ତା ର ପାର୍ଶ୍ୱ ଗୁଡିକରେ ବିଭିନ୍ନ କାରଣ ରେ ଗତିରୋଧ ହେବ ଯୋଗୁଁ ରାସ୍ତା ଗୁଡିକ ଅଣ ଓସାରିଆ ହୋଇଯାଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅନୁମାନ ହେଉଛି । ଏହି ଗୁରୁତର ସମସ୍ୟା ର ସମାଧାନ ପାଇଁ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ ଏବଂ ଦାବି ରହିଛି ।