Welcome To BN News . Always With Common People .

Breaking

Friday 8 March 2019

ଅଧା ମୂଲ୍ୟ ରେ ସାମାନ୍ ଦେବା ର ଲୋଭ ଦେଖାଇ , ଟଙ୍କା ଧରି ଦୋକାନୀ ଫେରାର୍ ।

ଅଧା ମୂଲ୍ୟ ରେ ସାମାନ୍ ଦେବା ର ଲୋଭ ଦେଖାଇ , ଟଙ୍କା ଧରି ଦୋକାନୀ ଫେରାର୍ । ଦୋକାନ ସାମନାରେ ଉତ୍ୟକ୍ତ ଗ୍ରାହକ ଙ୍କ ରାସ୍ତା ଅବରୋଧ। 
ସୂଚନା ଯୋଗ୍ୟ ଯେ ଆମ ତରଫରୁ ବାରମ୍ବାର ସାବଧାନ କରା ଯାଇଥିଲା ତଥାପି କୋଟି କୋଟି ଟଙ୍କା ର ଠକାମି ହୋଇଗଲା । ବଣିକ ସଙ୍ଘ ମଧ୍ୟ ଠକ ସଂସ୍ଥା କୁ ତାଗିତ କରିଥିଲା କିନ୍ତୁ ଗ୍ରାହକ ମାନେ ବଣିକ ସଙ୍ଘ କୁ ବିରୋଧ କରିଥିଲେ । ସଂସ୍ଥା ର ବୋର୍ଡ଼ ଏବଂ ରସିଦ ରେ ଜି ଏସ ଟି ନମ୍ବର ଆମେ ଯାଞ୍ଚ କରିବାରୁ ଏହା ଏସ ଅମଲାଡୋସ ନାଁ ରେ ଅଛି ଏବଂ ବରଗଡ ଅଫିସ ରେ ପଞ୍ଜିକରଣ ହୋଇଛି । ପୁଲିସ , ପ୍ରଶାସନ ର ନାକ ତଳେ ଦିନ ଦ୍ୱିପ୍ରହର ରେ ଲଗାତାର ଏକ ମାସ ଧରି ଠକି ଚାଲିଥିଲେ ଏହା ଅତି ଆଶ୍ଚର୍ଯ୍ୟ ଏବଂ ହାଷ୍ୟସ୍ପଦ ବିଷୟ । ଯଦି ଠିକ ଭାବରେ ତଦାରଖ କରାଯାଏ ଠକ ନିଶ୍ଚୟ ଧରାପଡିବ ଏବଂ କଠୋର ଦଣ୍ଡବିଧାନ ଦରକାର । ଆମର ପୁଣି ଅନୁରୋଧ ଏପରି ଠକ ସଂସ୍ଥା ରୁ ସାବଧାନ ରୁହନ୍ତୁ ।
Fraud Shop Name : M/S Blue Line Home Needs
Fraud Shop Sale Item : TV , Fridge , Mobile Any Item Any Brand In 45% Discount On Advance Payment of 15 Days .
Fraud Shop Open On 7 Feb 2019 At Barpali Opposite To Jagruti Cinema Hall
Fraud Shop Real GST Number 21AKNPA7746E1ZE Registered At Bargarh GST Office On 22 Dec 2018 On Business Name S Amladoss .
Mobile Number Of Fraud 75581 17636 which is switched off now .