Welcome To BN News . Always With Common People .

Breaking

Thursday 7 March 2019

ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ, ଯାତ୍ରୀ ହଇରାଣ

ଆଜି 6.3.2019 ଦିନେ ବରପାଲି ପୁରା ଛିନା ହେଇ ଯାଇ ଥିଲା ।କାରଣ ବଲାଙ୍ଗୀର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଙ୍କ ସଭା। ଯାତୃମାନେ ବସ ଲାଗି ହଇରାଣ ହେଇ ଯାଇ ଥିଲେ ।କାରଣ ସବୁ ବସ ମୁଖ୍ୟମନ୍ତ୍ରୀ ଙ୍କର ପ୍ରୋଗ୍ରାମ ଲାଗି ବୁକ ହେଇ ଯାଇ ଥିଲା ।ଯାତ୍ରୀମାନେ ଟ୍ରେକର ଜିପ ଆଉ ଛୋଟ ଗାଡ଼ି ର ଭରସା ରେ ଥିଲେ। ଦେଖୁନ ଦୃଶ୍ୟ ।