Welcome To BN News . Always With Common People .

Breaking

Tuesday 12 March 2019

ଫୁଲେର୍ ପାଳି ଗ୍ରାମରେ ନଳକୂଅରୁ ବାହାରୁଛି ଲାଲ ପାଣି



ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଟିଗାଁ ଗ୍ରା.ପ ଫୁଲେର୍ ପାଳି ଗ୍ରାମରେ ନଳକୂଅରୁ ବାହାରୁଛି ଲାଲ ପାଣି ,ଏକ ବର୍ଷ ମଧ୍ୟରେ ୭ରୁ ୮ଜଣ ଙ୍କ ମୃତ୍ୟୁ ଏବଂ ୧୨ ଜଣ ଆକ୍ରାନ୍ତ ଅବସ୍ଥାରେ ଗ୍ରାମବାସୀଙ୍କ ଠାରୁ ସୁଚନା .

No comments:

Post a Comment