Welcome To BN News . Always With Common People .

Breaking

Tuesday 12 March 2019

ନିର୍ବାଚନ ପୂର୍ବ ରୁ କିଛି ଦେଖିଲା ଭଳିଆ କାମ



ଗୋଟିଏ ରାତି ରେ ବରପାଲି ଟାଉନ ର ଅଧା ପିଚୁ NH ରାସ୍ତା ରାତାରାତି ବନା ଯାଇପାରିବ, ତା ହେଲେ ଯେତେ ବେଳେ ରାସ୍ତା ମରାମତି ପାଇଁ ବାରମ୍ବାର ରାସ୍ତା ରୋକ ହେଉଥିଲା,ଯେତେ ବେଳେ ବାରମ୍ବାର ଦୁର୍ଘଟଣା ର ସମୁଖୀନ ହେଉଥିଲେ ଅଞ୍ଚଳ ବାସୀ, ଯେତେ ବେଳେ ବର୍ଷା ରେ ଜାଗା ଜାଗା ରେ ପୋଖରୀ ଭଳିଆ ଗାତ ହେଉଥିଲା ସେ ସମୟ ରେ ଆପଣଙ୍କର ରାତାରାତି ରାସ୍ତା ନିର୍ମାଣ କାମ କେଉଁଠି ଥିଲା। ଓହୋ ସାର ଆପଣଙ୍କର କାମ ପଡିଲେ ସିନା ମନେ ପଡିବ। କଣ ସାର ନିର୍ବାଚନ ଆସିଲା ବୋଲି ଆପଣଙ୍କର ମନେ ପଡିଥିବ ବୋଧେ ! ଯାହାବି ହେଉ ବରପାଲି ବାସୀ ତରଫ ରୁ ଅପଣମାନଙ୍କୁ ବିଶେଷ ଧନ୍ୟବାଦ ନିର୍ବାଚନ ପୂର୍ବ ରୁ କିଛି ଦେଖିଲା ଭଳିଆ କାମ ତ ହୋଇଛି।

1 comment: