Welcome To BN News . Always With Common People .

Breaking

Wednesday 13 March 2019

ମସୂଦ ଅଜହର ଘୋଷିତ ହେବ ଅନ୍ତର୍ଜାତୀୟ ଆତଙ୍କବାଦୀ ।


ଆଜି ଆମେରିକା , ଇଂଲଣ୍ଡ ଏବଂ ଫ୍ରାନ୍ସ ମିଶି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ରେ ଏକ ପ୍ରସ୍ତାବ ଆଗତ କରିବେ ଯେଉଁଥିରେ କୁହାଯାଇଛି ପାକିସ୍ତାନ ରେ ରହୁଥିବା ଜେସ ର ମୁଖ୍ୟ  ମସୂଦ ଅଜହର କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରାଯାଉ । ଆଉ ମଧ୍ୟ ଆମେରିକା କହୁଛି ଯେ ମସୂଦ ଅଜହର ପାଖରେ ଏହାର ପୁର୍ଣ ଯୋଗ୍ୟତା ରହିଛି । ଏହା ଆଗରୁ 3 ଥର ପ୍ରସ୍ତାବ ଦିଆଯାଇଥିଲା ଯେଉଁଥିରେ ଚୀନ ବିଟୋ ପ୍ରୟୋଗ କରି ପ୍ରସ୍ତାବ କୁ ଖାରଜ କରିଥିଲା । କିନ୍ତୁ ଏଥର ଚୀନ କୁ ମଧ୍ୟ ପ୍ରସ୍ତାବ ସପକ୍ଷରେ ବୋଟ ଦେଇପାରେ ବୋଲି ଆଶା କରାଯାଉଛି ।

No comments:

Post a Comment