Welcome To BN News . Always With Common People .

Breaking

Tuesday 12 March 2019

2019 ନିର୍ବାଚନ ପ୍ରଥମ ଥର କଣ ହେବ ନୁଆଁ ପଦକ୍ଷେପ



2019 ନିର୍ବାଚନ ପ୍ରଥମ ଥର କଣ ହେବ ନୁଆଁ ପଦକ୍ଷେପ ।

2019 ନିର୍ବାଚନ ତାରିଖ ଘୋଷିତ ହୋଇସାରିଛି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ଗତ 2014 ରେ ପ୍ରାୟ 81 କୋଟି ଭୋଟର ଥିଲେ ଏଥର ତାହା ବଢି ପ୍ରାୟ 90 କୋଟି ହୋଇଯାଇଛି । ଆସନ୍ତୁ ଜାଣିବା ନିର୍ବାଚନ କମିଶନ ଏଥର କଣ ସବୁ ନୁଆଁ ପଦକ୍ଷେପ ପ୍ରଥମ କରି ଏହି 2019 ର ନିର୍ବାଚନ ରେ ଲାଗୁ କରିଛନ୍ତି ।


1: ସୋସିଆଲ ମେଡିଆ ରେ ବିଜ୍ଞାପନ ପାଇଁ ନିର୍ବାଚନ କମିଶନ ରୁ ଆଗୁଆ ମଞ୍ଜୁରୀ ନେବାକୁ ହେବ ଏବଂ ଏହାର ଖର୍ଚ୍ଚ କୁ ନିର୍ବଚନୀ ଖର୍ଚ୍ଚ ରେ ସାମିଲ କରାଯିବ । ଯାହାଦ୍ୱାରା ଫେକ ନ୍ୟୁଜ କମିବ ।


2: ସମସ୍ତ ବୁଥ ରେ ସି ସି ଟି ଭି କେମରା ଲଗାଯିବ । ଯାହାଦ୍ୱାରା ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ହେବ ।


3: ନିର୍ବାଚନ ର ସମସ୍ତ ପ୍ରକ୍ରିୟା କୁ ବିଡ଼ିଓଗ୍ରାଫି କରାଯିବ । ଯାହାଦ୍ୱାରା ଗଡ଼ବଡ଼ି ହୋଇ ପାରିବ ନାହିଁ ।


4: ପ୍ରାର୍ଥୀପତ୍ର ଦାଖଲ ସମୟ ରେ ପାନ କାର୍ଡ ବାଧ୍ୟତାମୂଳକ ହେବ ।


5: ସମସ୍ତ ଯନ୍ତ୍ରପାତି ରେ ଜି ପି ଏସ ଟ୍ରାକିଙ୍ଗ ବ୍ୟବସ୍ଥା ରହିବ । ଯାହାଦ୍ୱାରା ବୁଥ ଲୁଟିବା ବନ୍ଦ ହେବ ।


6: ସମସ୍ତ ଇ ଭି ଏମ ସହିତ ଭି ଭି ପି ଏ ଟି ଯନ୍ତ୍ର ଲଗାଯିବ । ଯାହାଦ୍ୱାରା ଭୋଟର ବୋଟ ଦେଲା ପରେ 7 ସେକେଣ୍ଡ ପର୍ଯ୍ୟନ୍ତ ଚିଠା ଦେଖିପାରିବେ ।


ବହୁତ ବ୍ୟକ୍ତି , ଦଳ , ସମୁଦାୟ ନିର୍ବଚନୀ ପ୍ରକ୍ରିୟା କୁ ସନ୍ଦେହ କରି ବିଭିନ୍ନ ପ୍ରକାର ଆରୋପ ଲଗାଇ ଥାଆନ୍ତି । ଯେମିତି ଗତ ଥର ବ୍ଲୁ ଟୁଥ ଦ୍ୱାରା ହେକ୍ କରିବା ଏବଂ ଏବେ କିଛିଦିନ ତଳେ ବିଦେଶ ଜଣେ ମୁଖାଧାରୀ ଆରୋପ ଲଗାଇଥିଲେ ।
ଶେଷରେ ଆମକୁ ଆମ ନିର୍ବାଚନ କମିଶନ ଉପରେ ଭରସା ରଖିବାକୁ ପଡିବ ।


No comments:

Post a Comment