Welcome To BN News . Always With Common People .

Breaking

Wednesday 13 November 2019

ବହୁ ସ୍ଥାନରେ ଲାଇଟ ଜଳୁନାହିଁ ଯେଉଁଠାରେ ନିହାତି ଜରୁରୀ ଅଟେ ଏବଂ କେତେକ ସ୍ଥାନରେ ଦିନସାରା ଲାଇଟ ଜଳୁଛି


ବି ଏନ ନ୍ୟୁଜ ର ଜଣେ ଦର୍ଶକ ଏହି ଫୋଟୋ ପଠେଇଛନ୍ତି , ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବରପାଲି NAC ଭିତରେ ବହୁ ସ୍ଥାନରେ ଲାଇଟ ଜଳୁନାହିଁ ଯେଉଁଠାରେ ନିହାତି ଜରୁରୀ ଅଟେ ଏବଂ କେତେକ ସ୍ଥାନରେ ଦିନସାରା ଲାଇଟ ଜଳୁଛି । କର୍ତ୍ତୃପକ୍ଷ ତତ୍କାଳ ଦୃଷ୍ଟି ଦିଅନ୍ତୁ ।

No comments:

Post a Comment