Welcome To BN News . Always With Common People .

Breaking

Saturday 9 March 2019

Grand inauguration of Vikash Multi-Speciality Hospital At Bargarh On 8 March 2019 By Hon Governor Of Odisha


ବରାହଗୋଡ଼ା ସ୍ଥିତ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ କୁ 8 ମାର୍ଚ୍ଚ 2019 ଶୁକ୍ରବାର ଦିନ ଓଡିଶା ରାଜ୍ୟପାଳ ମହାମହିମ ପ୍ରଫେସର ଗଣେସି ଲାଲ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହା ପଶ୍ଚିମ ଓଡିଶା ପାଇଁ ଏକ ବରଦାନ ବୋଲି କହିଥିଲେ । ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସରକାରୀ ସ୍ୱାସ୍ଥ୍ୟ ଯୋଜନାକୁ ଏହି ହସ୍ପିଟାଲ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ସମସ୍ତଙ୍କ ସହଯୋଗ ଓ ଶୁଭେଚ୍ଛା ଦ୍ୱାରା ଏହି ହସ୍ପିଟାଲ ଏକ ଆଦର୍ଶ ହସ୍ପିଟାଲ ଭାବେ ଅଞ୍ଚଳବାସୀଙ୍କ ଆବଶ୍ୟକତା କୁ ପୂରଣ କରିବ ବୋଲି ବିକାଶ ଗ୍ରୁପର ଅଧ୍ୟକ୍ଷ ଡି.ମୁରଲୀ କ୍ରିଷ୍ଣା ମତବ୍ୟକ୍ତ କରିଥିଲେ ।