Welcome To BN News . Always With Common People .

Breaking

Thursday 28 March 2019

ବିଜେପିରେ ମିଶିଲେ ଅଭିନେତ୍ରୀ ବିଦୁସ୍ମିତା



ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ବିଭିନ୍ନ ଦଳ ପ୍ରାର୍ଥୀ ଘୋଷଣା କରୁଛନ୍ତି। ଏବଂ ଦଳରେ ସେଲିବ୍ରିଟିମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ ନୂଆ ମୁହଁ ରାଜନୀତିରେ ସାମିଲ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ବିଜେପିରେ ଯୋଗ ଦେଇଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି।
ଦଳରେ ବିଦୁସ୍ମିତା ଷ୍ଟାର ପ୍ରଚାରକ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଓଡ଼ିଆ ସିନେ ଜଗତରେ ସିଦ୍ଧାନ୍ତ ମହାପାତ୍ର, ଏଲିନା ଦାସ, ଅନୁଭବ ମହାନ୍ତି, ଅପରାଜିତା, ପ୍ରଶାନ୍ତ ନନ୍ଦ, ଅରିନ୍ଦମ ରାୟ, ଆକାଶ ଗଡ଼ନାୟକ, ଉତ୍ତମ ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଆଦି ଆଗଧାଡ଼ିର କଳାକାର ରାଜନୀତିରେ ସକ୍ରିୟ ଅଛନ୍ତି।

No comments:

Post a Comment