Welcome To BN News . Always With Common People .

Breaking

Sunday, 3 March 2019

ଜାରିଂ ରୁ ବରପାଲି ପର୍ୟ୍ୟନ୍ତ ୨.୯୨ କୋଟି ଟଙ୍କା ବ୍ୟୟ ରେ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

 ଜାରିଂ ରୁ ବରପାଲି ପର୍ୟ୍ୟନ୍ତ ୨.୯୨ କୋଟି ଟଙ୍କା ବ୍ୟୟ ରେ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ଏଥିରେ ମୁଖ୍ୟ ଅତିଥି ଶ୍ରୀ ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଶ୍ରୀ ଗୌରହରି ମିଶ୍ର, ଶ୍ରୀମତୀ ରୀତା ସାହୁ, ଶ୍ରୀ ଦେବେଶ ଆଚାର୍ୟ୍ୟ, ଶ୍ରୀ ପ୍ରଭାସ ସିଂ, ଶ୍ରୀ ଜନାର୍ଦନ ପାନିଗ୍ରାହୀ, ଶ୍ରୀ ଟିକେତ ମହତ୍ତମ, ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଶ୍ରୀ ମଧୁ ପଧାନ ଓ ଶ୍ରୀମତୀ ମୀନା ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।







No comments:

Post a Comment